ଅଗ୍ନିକାଣ୍ଡରେ ୬ ବଖରା ସମେତ ଗୁହାଳ ଘର ଭସ୍ମୀଭୂତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ତହସିଲ ସେଣ୍ଢତୀରା ପଞ୍ଚାୟତ ଶିଆଳିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୬ ବଖରା ଗୃହ ସମେତ ଗୁହାଳ ଘର ଭସ୍ମୀଭୂତ ହୋଇଥିବା ଜଣାଯାଇଛି ।

Read more

Advertisement

ଏବେ ଏବେ