ଅଙ୍ଗନୱାଡ଼ି କେନ୍ଦ୍ର ର ନବ ନିର୍ମିତ କୋଠା ଉଦଘାଟିତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଅନ୍ତର୍ଗତ ବାଙ୍ଗରଡା ଗ୍ରାମରେ ୨ ଟି ଅଙ୍ଗନୱାଡ଼ି କେନ୍ଦ୍ରର ନବ ନିର୍ମିତ ନୂତନ କୋଠା ଉଦଘାଟିତ ହୋଇଯାଇଛି ।

Read more

Advertisement

ଏବେ ଏବେ