ଅଚେତବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଲେ ସାହି ବାସିନ୍ଦା

ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ସହରର ପ୍ରଶାନ୍ତି ନଗର ସାହିରୁ ଆଜି ପୂର୍ବାହ୍ନରେ ଜଣେ ଅଚେତ୍ ଅବସ୍ଥାରେ ରାସ୍ତାରେ ପଡିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି ସାହିବାସିନ୍ଦା ମାନେ ।

Read more

Advertisement

ଏବେ ଏବେ