ଅଟୋ-ବାଇକ ମୁହାଁ ମୁହିଁ ଜଣେ ମୃତ 5 ଗୁରୁତର

ନବରଙ୍ଗପୁର,(ୱାଇଏନଏସ): ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ମୂଷାମୁଣ୍ଡିଗୁଡା ଛକରେ ଆଜି ଅପରାହ୍ନରେ ଅଟୋ ଏବଂ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି।

Read more

Advertisement

ଏବେ ଏବେ