ଅଧ୍ୟାପକଙ୍କୁ କୋଚିଂ ସେଣ୍ଟର ମନା

ଭୁବନେଶ୍ବର:- ଅଧ୍ୟାପକଙ୍କୁ ଘରୋଇ ଭାବେ ପାଠପଢ଼ାଇବାକୁ ବାରଣ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକଙ୍କୁ ବି ଚେତାବନୀ ଦେଇଛନ୍ତି ।

Read more

Advertisement

ଏବେ ଏବେ