ଅନୁପ କୁମାର ସିଂଙ୍କୁ ବ୍ଲାକକ୍ୟାଟ୍ କମାଣ୍ଡୋ ବା ଏନଏସଜିର ମହାନିର୍ଦ୍ଦେଶକ ଦାୟିତ୍ୱ

ନୂଆଦିଲ୍ଲୀ: ଗୁଜୁରାଟ କ୍ୟାଡରର ବରିଷ୍ଠ ଆଇପିଏସ ଅଧିକାରୀ ଅନୁପ କୁମାର ସିଂ ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ ବା ଏନଏସଜିର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

Read more

Advertisement

ଏବେ ଏବେ