ଅପେକ୍ଷା କରି ବାପା ଚାଲିଗଲେ …………… ପକ୍କାଗୃହ ଖଣ୍ଡେ ପାଇଁ ବ୍ଲକ ଦୌଡୁଛନ୍ତି ଉଚ୍ଚଶିକ୍ଷିତା ଝିଅ
ଭଣ୍ଡାରିପୋଖରୀ , (ଦୁର୍ଯ୍ୟୋଧନ ଲେଙ୍କା): ସରକାରଙ୍କ ଯୋଜନା କେଉଁଭଳି ଭାବେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରୁନାହିଁ ତାହାର ଏକ ଜ୍ୱଳନ୍ତ ଉଦାହରଣ ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ ଅଞ୍ଚଳରେ
Read more