ଅବସରପ୍ରାପ୍ତ ଶିକ୍ଷା କର୍ମଚାରୀ ଭିକାରୀ ଚରଣ ଜେନାଙ୍କ ପରଲୋକ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ନିସଙ୍ଗପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷା ବିଭାଗର କିରାଣୀ ଭିକାରୀ ଚରଣ ଜେନାଙ୍କ ୮୦ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି ।

Read more

Advertisement

ଏବେ ଏବେ