ଅଭିନେତ୍ରୀ କଙ୍ଗନାଙ୍କ ଅଶାଳୀନ ମନ୍ତବ୍ୟକୁ ଦୃଢ଼ ବିରୋଧ ଓ ପ୍ରତିବାଦ ଜଣାଇଲେ ଉତରାଧିକାରୀ ସଂଯୁକ୍ତ ସଂଗଠନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅଭିନେତ୍ରୀ କଙ୍ଗନା ରାଣାୱତଙ୍କର ଅଶାଳୀନ ଓ ବିବାଦୀୟ ମନ୍ତବ୍ୟକୁ ଦୃଢ଼ ବିରୋଧ ଓ ପ୍ରତିବାଦ ଜଣାଇଲେ ଅଖିଳ ଭାରତୀୟ ସ୍ୱତନ୍ତ୍ରତା ସେନାନୀ ଓ ଉତ୍ତରାଧିକରୀ
Read more


