ଅଳପୁଆ ସରକାରୀ ଉଚ୍ଚ ବିଦ୍ୟାଳୟ: ଶିକ୍ଷାଦାନରେ ଅବହେଳା ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):୫-ଟି ମାଧ୍ୟମରେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣୁଥିବା ବେଳେ ଅଳପୁଆ ଉଚ୍ଚ ବିଦ୍ୟାଳୟରେ ଏହା ଭିନ୍ନ ପରିଲକ୍ଷିତ ହୋଇଛି ।

Read more

Advertisement

ଏବେ ଏବେ