ଅଷ୍ଟପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କେଶୁରା ଗ୍ରାମ ବାଲିଘାଟ ପାଖରେ ଥିବା ସୀତାରାମ ମଠରେ ଚାରିଦିନ ଧରି ଅନୁଷ୍ଠିତ ଅଷ୍ଟପ୍ରହରୀ ନାମଯଜ୍ଞ ଓ ରାମଚରିତ ମାନସ ଉଦ୍‌ଯାପିତ ହୋଇଛି ।

Read more

Advertisement

ଏବେ ଏବେ