ଅସହାୟ ଅବସ୍ଥାରେ ରାତିରେ ବୁଲିଥିବା ବୃଦ୍ଧାଙ୍କୁ ଉଦ୍ଧାର କଲେ ସ୍ୱେଚ୍ଛାସେବୀ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଲୁର ଛକଠାରେ ରାତ୍ରି ସମୟରେ ଅସହାୟ ଅବସ୍ଥାରେ ବୁଲୁଥିବା ଜୈନିକ ବୃଦ୍ଧାଙ୍କୁ ଉଦ୍ଧାର କରି ଘରେ ଛାଡିଛନ୍ତି ସ୍ୱେଚ୍ଛାସେବୀ ମାନେ।

Read more

Advertisement

ଏବେ ଏବେ