ଅସୁରଗଡ ଉଦେ ସାଗର ରକ୍ଷଣାବେକ୍ଷଣ ଅଭାବରୁ ଅସ୍ଥିତ୍ଵ ହରାଉଛି ପଙ୍କୋଦ୍ଧାର ସହ ପର୍ଯ୍ୟଟନର ବିକାଶ ପାଇଁ ଦାବି
କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି):କଳାହାଣ୍ଡିର ସର୍ବବୃହତ ପୁରାତନ ଐହିତ୍ୟ ଅସୁରଗଡ, ୨୩୦୦ ବର୍ଷ ପୁରୁଣା କିର୍ତ୍ତିରାଜି ରହିଛି। ସେହି ଦୂର୍ଗକୁ ଲାଗି ଏକ ବିସାଳ ସାଗର ରହିଛିଅସୁରଗଡ ସାଗର ଉଦେ
Read more