ଆଖୁପ୍ରାପ୍ୟ ବାବଦକୁ ୨୯୦୦ ଜଣ ଚାଷୀଙ୍କୁ ୬କୋଟି ୩ଲକ୍ଷ ଟଙ୍କା ଦେଲା ସମବାୟ ଚିନିଶିଳ୍ପ ସମବାୟପ୍ରେମୀ ମହଲରେ ଆନନ୍ଦର ଲହରୀ
ଆସିକା, (ୱାଇଏନ୍ଏସ୍):ରାଜ୍ୟ ସରକାରଙ୍କ ଗ୍ୟାରେଣ୍ଟରରେ ଋଣ ନ ଆଣି ଆସିକା ସମବାୟ ଚିନିଶିଳ୍ପ ତାର ନିଜସ୍ୱ ପାଣ୍ଠିରୁ ଗଞ୍ଜାମ ଜିଲ୍ଲାର ୧୬ଟି ବ୍ଳକ ପରିସରଭୁକ୍ତ ଅଞ୍ଚଳର ୨୯୦୦ଜଣ
Read more


