ଆଜମେର ଯାତ୍ରୀଙ୍କୁ ବିଧାୟକଙ୍କ ଶୁଭେଛା ଓ ଅଭିନନ୍ଦନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡାରୁ ଆଜମେର ତୀର୍ଥରେ ଯାଉଥିବା ମୁସଲମାନ ସଂପ୍ରଦାୟର ଭାଇଭଉଣୀମାନଙ୍କୁ କେନ୍ଦ୍ରାପଡା ବିଧାୟକ ଶଶୀ ଭୂଷଣ ବେହେରା ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି

Read more

Advertisement

ଏବେ ଏବେ