ଆଜ୍ଞାମାଳ ଆସିବା ପରେ ଦକ୍ଷିଣ ମୋଡ ହେବ ତିନିରଥ !

ପୁରୀ ( ଯୁଗାବ୍ଦ ନ୍ୟୁଜ ) ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଯାଇଛି ହେରା ପଞ୍ଚମୀ । ମହାଲକ୍ଷ୍ମୀ ହେରାଗୋହରୀ ସାହି ଦେଇ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗିଛନ୍ତି

Read more

Advertisement

ଏବେ ଏବେ