ଆତଙ୍କୀ ଗୁଳିରେ ୫ ଯବାନ ସହିଦ୍

ଜାମ୍ମୁ- କାଶ୍ମୀରରେ ଥମିବାର ନା ଧରୁନାହିଁ ଆତଙ୍କବାଦୀ କାର୍ଯ୍ୟକଳାପ ।ଆଜି ଅନନ୍ତନାଗପୁର ଜିଲ୍ଲାରେ ଆତଙ୍କବାଦୀମାନେ ପି ରୋଡରେ ଯବାନ ମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଛନ୍ତି ।

Read more

Advertisement

ଏବେ ଏବେ