ଆଦିବାସୀ ମହାବିଦ୍ୟାଳୟର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଦେଢକୋଟି ଅନୁଦାନ; ଦୀର୍ଘ ଦୁଇବର୍ଷରୁ ହେବ କାର୍ଯ୍ୟକ୍ଷମ ହୋଇପାରୁନାହିଁ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ବାଲିଗୁଡାରେ ଥିବା ଆଦିବାସୀ ମହାବିଦ୍ୟାଳୟର ଭିତିଭୁମୁ ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଢକୋଟି ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ ।
Read more