ଆନନ୍ଦପୁର ବାଳିକା ବିଦ୍ୟାଳୟର ୧୯୭୬ ମସିହା ବ୍ୟାଚ ଛାତ୍ରୀଙ୍କ ସମାରୋହ

ହାଟଡିହି, (ବିକାଶ ବିଶ୍ୱାଳ):ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆନନ୍ଦପୁରର ୧୯୭୬ବ୍ୟାଚର ଛାତ୍ରୀ ମାନଙ୍କ ଏକ ସମାରୋହ ଛେନାପଦିଛକ ସ୍ଥିତ ମାତୃକୃପା ନିଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।

Read more

Advertisement

ଏବେ ଏବେ