ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ଅଧ୍ୟକ୍ଷତାରେ ଭଞ୍ଜନଗର ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ; ରୋଗୀସେବା,ଆନୁସଙ୍ଗିକ ବ୍ୟବସ୍ଥା ଓ ଭିର୍ତିଭୂମି ଉପରେ ଗୁରୁତ୍ୱ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଶନିବାର ଭଂଜନଗର ଉପଖଣ୍ଡ ମେଡ଼ିକାଲ ରୋଗୀ କଲ୍ୟାଣସମିରିର ବୈଠକ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ
Read more


