ଆନ୍ତଃଜିଲ୍ଲା ଭଲିବଲ ଟୂର୍ଣ୍ଣାମେଣ୍ଟ ଉଦଯାପିତ ଗଜପତି ଦଳକୁ ହରାଇ ରାଣ୍ଡମ (କନ୍ଧମାଳ )ଦଳ ଚମ୍ପିୟାନ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଷ୍ଟାଡିୟମ ପରିସରରେ ସନରାଇଜ ସ୍ପୋର୍ଟସ୍ କ୍ଲବ ପକ୍ଷରୁ ଗତ ୨୨ତାରିଖ ରୁ ଆରମ୍ଭ ହୋଇଥିବା ଆନ୍ତଃଜିଲ୍ଲା ଭଲିବଲ ଟୂର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି
Read more