ଆନ୍ଧ୍ର ବିଶାଖପାଟଣା କେଜିଏଚ୍ ଡାକ୍ତରଖାନାରେ ଆଟକି ରହିଛି ଆତ୍ମହତ୍ୟା କରିଥିବା ପାରଳା ଯୁବକର ଶବ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରର ରାମନଗର ଅଞ୍ଚଳର ସମ୍ପଦ(୧୯) ନାମକ ଜଣେ ଯୁବକ କୌଣସୀ କରଣରୁ ଗତକାଲି ଆତ୍ମହତ୍ୟା ଉଦ୍ୟମ କରିଥିଲା ।

Read more

Advertisement

ଏବେ ଏବେ