ଆଫଗାନିସ୍ଥାନ ରାଜନୈତିକ ସିଂହାସନ ହାସଲ ପାଇଁ ତାଲିବାନ ଓ ହକ୍କାନୀ ନେଟ୍‌ୱର୍କ ମଧ୍ୟରେ ଗୁଳିମାଡ଼: ବରାଦର ଆହତ

କାବୁଲ: ଆଫଗାନିସ୍ଥାନ ରାଜନୈତିକ ସିଂହାସନ ହାସଲ ପାଇଁ ତାଲିବାନୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଆରମ୍ଭ ହୋଇଛି । ତାଲିବାନ ଓ ହକ୍କାନୀ ନେଟ୍‌ୱର୍କ ମଧ୍ୟରେ ଗୁଳିମାଡ ହୋଇଛି।

Read more

Advertisement

ଏବେ ଏବେ