ଆବଶ୍ୟକ ଘୋଷଣା ପତ୍ର ଫାଇଲ କରୁଥିବା ଷ୍ଟାର୍ଟ-ଅପ୍ ନିବେଶକାରୀ ମାନଙ୍କୁମୂଲ୍ୟାଙ୍କନ ଓ ସେୟାର ପ୍ରିମିୟମ ବାବଦରେ ଯାଂଚ କରାଯିବନାହିଁ
• ନିବେଶକାରୀଙ୍କ ଅନୁଦାନ ଉତ୍ସ ଚିହ୍ନଟ ଲାଗି ଇ-ଭେରିଫିକେସନ ପ୍ରକ୍ରିୟା • ଡିଡି ଚ୍ୟାନେଲ ମାନଙ୍କରେ ଷ୍ଟାର୍ଟ-ଅପ୍ ଗୁଡିକ ପାଇଁ ସ୍ୱତନ୍ତ୍ର କାର୍ୟ୍ୟକ୍ରମ • ମେଗା-ନିର୍ମାଣକାରୀ ପ୍ଲାଂଟ
Read more


