ଆର୍ନ୍ତଜାତୀୟ ଦୈାଡ ପ୍ରତିଯୋଗିତାରେ ଭାଗନେବାକୁ କେନ୍ଦ୍ରାପଡାର ସାହଦତ୍ତ ମନୋନୀତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆସନ୍ତା ଜାନୁଆରୀ ୭ତାରିଖରୁ ୧୦ତାରିଖ ପର୍ଯ୍ୟନ୍ତ ନେପାଳଠାରେ ସ୍ପୋର୍ଟ୍ସ ଡେଭଲପମେଣ୍ଟ ଏବଂ ପ୍ରମୋସନ ଫେଡେରେସନ ପକ୍ଷରୁ ୬ଷ୍ଠତମ ଇନ୍ଦୋ-ନେପାଳ ଚମ୍ପିୟନସିପ୍-୨୦୨୪ ଅନୁଷ୍ଠିତ ହେବ ।
Read more


