ଆସିକାର ସାହିବସ୍ତିର ରାଜରାସ୍ତାରେ ବୁଲା କୁକୁରଙ୍କ ଉପଦ୍ରବ ବୃଦ୍ଧି

ଆସିକା, (ୱାଇଏନ୍‍ଏସ୍‍):ଆସିକା ଏନଏସି ପରିସରଭୁକ୍ତ କେତେକ ୱାର୍ଡରେ ଗତ କିଛି ଦିନ ହେଲା ବୁଲା କୁକୁରଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଥିବା ଦେଖିବାକୁ ମିଳୁଛି ।

Read more

Advertisement

ଏବେ ଏବେ