ଆୟୁଷ ସମନ୍ୱିତ ଚିକିତ୍ସାଳୟ ପ୍ରତିଷ୍ଠା ନିମନ୍ତେ ସଦର ବିଧାୟକ ଦେଲେ ପ୍ରତିଶ୍ରୁତି
ବାଲେଶ୍ୱର, (ସରୋଜ ପଣ୍ଡା):ସ୍ଥାନୀୟ ଜିଲ୍ଲା ଆୟୁର୍ବେଦିକ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୁଷ ବିକାଶ ମଞ୍ଚ ପରିଷଦର ଦ୍ୱିତୀୟ ବୈଠକ ସଭାପତି ଡା. ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷକ୍ଷତାରେ ଅନୁଷ୍ଠିତ
Read more


