ଇଣ୍ଡିଆନ ଗ୍ଲୋରୀ ଆୱାର୍ଡ଼ ୨୦୨୩ରେ ଗଜପତିର ଆଲୋକ ବୋଷ ସମାଜସେବା ପାଇଁ ସମ୍ବର୍ଦ୍ଧିତ ହେଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଡ଼ଃ. ଆଲୋକ କୁମାର ବୋଷ ସମାଜସେବା ପାଇଁ ଇଣ୍ଡିଆନ ଗ୍ଲୋରୀ ଆୱାର୍ଡ଼ ୨୦୨୩ ରେ ସମ୍ମାନିତ ହୋଇଥିବା ସୂଚନା ମିଳିଛି.

Read more

Advertisement

ଏବେ ଏବେ