ଇଭିଏମ ବଦଳାଯିବା ଅଭିଯୋଗରେ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଷ୍ଟ୍ରଙ୍ଗରୁମର ସୁରକ୍ଷା ବୁଲାଇ ଦେଖାଗଲା
କେନ୍ଦ୍ରାପଡା , (ଯୁଗାବ୍ଦ ନ୍ୟୁଜ) – ପାଟକୁରା ନିର୍ବାଚନ ମଣ୍ଡଳିର ୨୯୪ନମ୍ବର ବୁଥର ଇଭିଏମ ମେସିନ ବିନା ସିଲରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟସ୍ଥିତ ଷ୍ଟ୍ରଙ୍ଗରୁମକୁ ଆସିଥିବାରୁ
Read more