ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ କପ ଫୁଟବଲ ଚାମ୍ପିୟନ ସିପ ଉଦଘାଟନ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁପଟ୍ଟନୟକ ମିନି ଷ୍ଟାଡିୟମ ପରିସରରେ ସ୍ୱାଧୀନତା ଦିବସ କପ୍ ଫୁଟବଲ ଚମ୍ପିୟାନ ସିପ- ୨୦୨୩ ଅନୁଷ୍ଠିତ ହୋଇଯାଇଛି।

Read more

Advertisement

ଏବେ ଏବେ