ଉପନିର୍ବାଚନରେ ମତଦାନ ପାଇଁ କର୍ମଚାରୀଙ୍କୁ ସବୈତନିକ ଛୁଟି

ବାଲେଶ୍ୱର,(ୱାଇଏନ୍ଏସ୍): ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀ ଯେଉଁମାନେ ଉପନିର୍ବାଚନରେ ମତଦାନ ପାଇଁ ଯୋଗ୍ୟ ଭୋଟର ଭାବେ ପଞ୍ଜୀକୃତ ହୋଇଥିବେ ସେମାନେ ଭୋଟଗ୍ରହଣ ଦିନ ସବୈତନିକ ଛୁଟି ପାଇବେ

Read more

Advertisement

ଏବେ ଏବେ