ଉପୁଡିଲା ଗଛ ଅଳ୍ପକେ ବର୍ତ୍ତିଲେ ଶହଶହ ଛାତ୍ରଛାତ୍ରୀ : ଜଣେ ଛାତ୍ରୀ ଅଚେତ 

ହାଟଡିହି, (ବିକାଶ ବିଶ୍ୱାଳ) :-ମୁଗୁପୁର ହାଇସ୍କୁଲ ସମ୍ମୁଖରେ ଥିବା ଏକ ବିରାଟକାୟ ଗଛ ଉପୁଡି ପଡିଥିବାବେଳେ ବିଦ୍ୟାଳୟର ଶହଶହ ଛାତ୍ରଛାତ୍ରୀ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ।

Read more

Advertisement

ଏବେ ଏବେ