ଉସ୍ତାପଡ଼ାରେ ରାମଲାଲାଙ୍କ ସଦୃଶ୍ୟ ଗଣେଶ ମୂର୍ତ୍ତି

ପୋଲସରା,(ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ବନ୍ଥପଲ୍ଲୀ ପଞ୍ଚାୟତର ଉସ୍ତାପଡା ଗ୍ରାମରେ ଅଯୋଧ୍ୟାର ରାମଲାଲାଙ୍କ ସଦୃଶ୍ୟ ଗଣେଶ ମୂର୍ତ୍ତି ପୂଜା ପାଇଥିବା ଦେଖିବାକୁ ମିଳିଛି।

Read more

Advertisement

ଏବେ ଏବେ