ପରୀକ୍ଷାରେ ସବୁ ବିଷୟରେ ଫେଲ୍‌, ଉଡ଼ାଇଲେ ବିମାନ !

ଦଶମ ପରୀକ୍ଷାରେ ସବୁ ବିଷୟରେ ଫେଲ୍ ହୋଇଥିଲେ । ଗୁଜୁରାଟ ଭଦୋଦରାର ପ୍ରିନ୍ସ ପାଞ୍ଚଲ । ଯେଉଁଥିପାଇଁ ପଡ଼ିଶା ଲୋକ ତାଙ୍କୁ ବିଭିନ୍ନ ଟାହିଟାପରା କରୁଥିଲେ ।

Read more

Advertisement

ଏବେ ଏବେ