ଋକ୍ତଦାନ କ୍ଷେତ୍ରରେ ଜାଭିୟର ହାଇସ୍କୁଲ ପୁରସ୍କୃତ

ହାଟଡ଼ିହି,(ଯୁଗାବ୍ଦ ନୁ୍ୟଜ୍): ହାଟଡିହି ବ୍ଳକ ଚଣ୍ଡୀବିରଞ୍ଚିପୁର ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲକୁ ରକ୍ତଦାନ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଆନନ୍ଦପୁର ରକ୍ତଭଣ୍ଡାର ପକ୍ଷରୁ ପୁରସ୍କୃତ କରାଯାଇଛି ।

Read more

Advertisement

ଏବେ ଏବେ