ଋାସନକାର୍ଡରୁ ବଞ୍ଚିତ ହିତାଧିକାରୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ 

ଛତ୍ରପୁର, (ଦେବଦତ୍ତ ମହାରଣା) : ରାସନକାର୍ଡରୁ ବଞ୍ଚିତ ଥିବା ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଚନ୍ଦନପୁର ଗାଁର ମହିଳା ଓ ପୁରୁଷ  ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ

Read more

Advertisement

ଏବେ ଏବେ