ଏଏନଏମ ସେଣ୍ଟର୍ ନିର୍ମାଣ କୁ ନେଇ ଗଙ୍ଗାପୁର ,ନରସିଂହଗଡ଼ ଗ୍ରାମବାସି ଙ୍କ ମଧ୍ୟରେ ବିବାଦ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗଙ୍ଗାପୂର୍ ପଞ୍ଚାୟତରେ ଏଏନଏମ ସେଣ୍ଟର୍ ନିର୍ମାଣ କୁ ନେଇ ନରସିଂହଗଡ, ଗଙ୍ଗାପୁର ଗ୍ରାମବାସୀ ଙ୍କ ମଧ୍ୟରେ ବାଦ ବିବାଦ ଲାଗିରହିଥିଲା।

Read more

Advertisement

ଏବେ ଏବେ