ଏଣିକି ବିଦ୍ୟୁତ ତାର ସଂସ୍ପର୍ଶ ଜନିତ ଦୁର୍ଘଟଣା ପାଇଁ କ୍ଷତିପୂରଣ ମିଳିବ

ଭୁବନେଶ୍ବର : ଏଣିକି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତାହତ ହେଉଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ସରକାରୀ ସାହାଯ୍ୟ ମିଳିବ ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଜଣାଇଛନ୍ତି।

Read more

Advertisement

ଏବେ ଏବେ