ଏମପିସି ଅଟୋନମୋସ ପିଜି ପରୀକ୍ଷାରେ ରାକ୍ଷୀ ମିଶ୍ର ଟପ୍ପର

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ତକତପୁର ଠାରେ ଥିବା ମହାରାଜା ପୂର୍ଣ୍ଣଚନ୍ଦ୍ର ଅଟୋନୋମସ ମହାବିଦ୍ୟାଳୟରେ ଚଳିତ ଶେଷବର୍ଷ ପିଜି ପରୀକ୍ଷା ଫଳ ପ୍ରକାଶିତ ହୋଇଛି ।

Read more

Advertisement

ଏବେ ଏବେ