ଓକିଲ ସଂଘ ତରଫରୁ ଆଇନ୍‌ଜୀବୀ ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଭୁବନେଶ୍ୱର ଓକିଲ ସଂଘ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ତମ ପୂଣ୍ୟ ଜନ୍ମତିଥି ଅବସରରେ ‘ଆଇନ୍‌ଜୀବୀ ଦିବସ’ ପାଳିତ ହୋଇଯାଇଛି ।

Read more

Advertisement

ଏବେ ଏବେ