ଓଡ଼ିଶାରେ ପହଞ୍ଚିଲା ହାଇଦର

  ଭୁବନେଶ୍ୱର(‌ୱାଇଏନ୍‌ଏସ୍‌): ଓଡ଼ିଶାରେ ପହଞ୍ଚିଲା ହାଇଦ୍ରାବାଦରୁ ଗିରଫ ଗ୍ୟାଙ୍ଗଷ୍ଟର ହାଇଦର । ସକାଳ ପ୍ରାୟ ୯ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ହାଇଦରକୁ ନେଇ ପୋଲିସ ପହଞ୍ଚିଥିଲା ।

Read more

Advertisement

ଏବେ ଏବେ