ଓଡ଼ିଶା କୁଡୁମି ସେନା ସ୍ୱାଭିମାନ ଦିବସରେ ରାଜ୍ୟସଭା ସାଂସଦ ମମତା ମହାନ୍ତ : ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ଯୋଗଦାନ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ବହଳଦା ବ୍ଲକର ଗମ୍ଭାରିଆ ରାବଣ ପୋଡି ମଇଦାନରେ ଓଡ଼ିଶା କୁଡୁମି ସେନା ପକ୍ଷରୁ ସ୍ୱାଭିମାନ ଦିବସ
Read more


