ଓମେଗା ହାର୍ଟ ରିଦିମ କ୍ଲିନିକ ପକ୍ଷରୁ ବିଶ୍ୱ ହୃଦୟ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ବିଶ୍ୱ ହୃଦୟ ଦିବସ ପାଳନ ଅବସରରେ ଓମେଗା ହାର୍ଟ ରିଦିମ୍ କ୍ଲିନିକ ପକ୍ଷରୁ ଗୁରୁବାର ସଚେତନତା ଗଣ ପଦଯାତ୍ରା ‘ୱାକଥୋନ’ ଅନୁଷ୍ଠିତ ହୋଇଯାଇଛି ।

Read more

Advertisement

ଏବେ ଏବେ