କଂଗ୍ରେସକୁ ଆହ୍ଲାବାଦ୍ ହାଇକୋର୍ଟଙ୍କ ନୋଟିସ୍ ଓ ପ୍ରଶ୍ନ ଏହା କ’ଣ ମତଦାତାଙ୍କୁ ଲାଞ୍ଚ ସଦୃଶ ନୁହେଁ?
ପ୍ରୟାଗରାଜ୍(ଏଜେନ୍ସି): ଚଳିତ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ଘୋଷଣା ପତ୍ରରେ ‘ନ୍ୟାୟ’ ଯୋଜନା ଅନୁସାରେ ଗରୀବଙ୍କୁ ବର୍ଷକୁ ୭୨ହଜାର ଟଙ୍କା ଦେବାନେଇ ପ୍ରତିଶ୍ରୁତି
Read more