କଂଗ୍ରେସ ଛାଡିଲେ ଦେବୀ ପ୍ରସନ୍ନ ଚାନ୍ଦ

କଂଗ୍ରେସରୁ ଇସ୍ତଫା ଦେଲେ ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ। କଂଗ୍ରେସ ଏବେ ସାଧାରଣ ଲୋକଙ୍କ ଦଳ ହୋଇ ରହିନାହିଁ, ବରଂ ବ୍ୟବସାୟୀଙ୍କ ଦଳ ହୋଇଯାଇଛି

Read more

Advertisement

ଏବେ ଏବେ