କଂଗ୍ରେସ ପକ୍ଷରୁ ଜଳବନ୍ଦୀ ଅଂଚଳରେ ଶୁଖିଲା ଖାଦ୍ୟ ବିତରଣ

ନାଉଗାଁ, (ୱାଇଏନ୍‍ଏସ୍‍): ଗତ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ନାଉଗାଁ ବ୍ଳକ ଅନ୍ତର୍ଗତ ନୁଆଗାଁ ପଂଚାୟତର ଆଦିବାସୀ ବସ୍ତିଟି ସଂପୂର୍ଣ୍ଣ ଜଳବନ୍ଦୀ ହୋଇ ରହିଥିଲା ।

Read more

Advertisement

ଏବେ ଏବେ