କଙ୍କୋରଡl ବିଜ୍ଞାନ ମହାବିଦ୍ୟାଳୟ କୁ ନାକର “ବି” ମାନ୍ୟତା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):କଙ୍କୋରଡl ମହାବିଦ୍ୟାଳୟ କୁ ଗତ ଶୁକ୍ରବାର ଦିନ ନେସନାଲ ଏସେସମେଣ୍ଟ ଏଣ୍ଡ ଏକ୍ରେଡିଟେଶନ କାଉନସିଲ୍ ନାକ୍ ଦ୍ଵାରା” ବି” ଗ୍ରେଡ ର ମାନ୍ୟତା ମିଳିଛି

Read more

Advertisement

ଏବେ ଏବେ