କଣ୍ଟେନମେଣ୍ଟ ଜୋନରେ ସାହି ସାହି ବୁଲିଲେ ପ୍ରଶାସନିକ ଅଧିକାରୀ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳରେ ଲଗାତର ଭାବେ ପ୍ରତିଦିନ ବହୁ ସଂଖ୍ୟକ କରୋନା ପଜିଟିଭ୍‍ ଚିହ୍ନଟ ହେଉଛନ୍ତି। ଶନିବାର ଜିଲ୍ଲାରୁ ୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Read more

Advertisement

ଏବେ ଏବେ