କାଞ୍ଚନ ଫାଉଣ୍ଡେସନ ତରଫରୁ ଥଣ୍ଡାପାନୀୟ, କଦଳୀ, ବିସ୍କୁଟ ଏବଂ ଲସି ପ୍ରଦାନ

ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ): ରାଜ୍ୟରେ ଦେଖାଦେଇଥିବା ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଥିବା ବେଳେ ସାଧାରଣ ଜନତା ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Read more

Advertisement

ଏବେ ଏବେ