କନ୍ଧମାଳରେ ପୌର ନିର୍ବାଚନ ପାଇଁ ପାଗ ଭିଡା ଆରମ୍ଭ : ରଣନୀତି ପ୍ରସ୍ତୁତି ଚଳାଇଛି ବିଜେଡି : ଟକର ଦେବା ପାଇଁ ସଂଗଠନ ସଜଡ଼ାରେ ଲାଗିଛି ବିଜେପି ଓ କଂଗ୍ରେସ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ତାଲିକା ଵହିରେ ନୂଆ ଭୋଟର। ଆଉ ସଂଶୋଧନ ହେବ ଭୋଟର ତାଲିକା। ଏହି କାର୍ଯ୍ୟକ୍ରମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଆସନ୍ତା ଜାନୁଆରୀ
Read more